
amarajatra
Amara Jatra
ରାତିର ଅନ୍ଧାରରେ ଯେତେବେଳେ ତାରାମାନେ ଘୁମେଇ ପଡ଼ନ୍ତି, ମଞ୍ଚରେ ଅଭିନୟ କରେ କଳାକାର । କନ୍ଦାଏ, ହସାଏ, ରଗାଏ, ରୁଷାଏ, ଡରାଏ.. ପୁଣି ଜୀବନର ଗହନ ଗଣିତ ପଢ଼ାଏ । ପ୍ରତି ଓଡ଼ିଆଙ୍କ ପ୍ରାଣରେ ରହିଛି ଯାତ୍ରାର ପୁଲକ । ନିଃଶ୍ୱାସରେ ରହିଛି ଅଭିନୟର ନିଶା । ସେଥିପାଇଁ ଓଡ଼ିଶାର ପ୍ରାଚୀନ ଲୋକକଳା ଯାତ୍ରା.. ସେଇ ପେଣ୍ଡାଲର ଯାତ୍ରାସବୁରୁ ବାଛିକି ଆଣିବାର ପ୍ରତିଶୃତି ଦେଇ ଆରମ୍ଭ ହୋଇଛି ‘ଆମର ଯାତ୍ରା’ ୟୁଟ୍ୟୁବ୍ ଚ୍ୟାନେଲ । ଏଥିରେ ଆପଣ ମାନେ ବଡ଼ ବଡ଼ ଯାତ୍ରାପାର୍ଟିଙ୍କ ଲୋକପ୍ରିୟ ସମ୍ପୂର୍ଣ୍ଣ ଯାତ୍ରା, ମଜେଦାର ଯାତ୍ରା କ୍ଲିପ୍, ଯାତ୍ରା ଗୀତ, ଯାତ୍ରା କଳାକାର ମାନଙ୍କ ଇଣ୍ଟରଭିଉ ଓ ଯାତ୍ରାଜଗତର ଅନ୍ୟାନ୍ୟ ଖବର ସବୁ ଦେଖି ପାରିବେ । ଆଜି ହିଁ ସବସ୍କ୍ରାଇବ କରନ୍ତୁ ଓ ନୋଟିଫିକେସନ ପାଇଁ ବେଲ ବଟନକୁ ପ୍ରେସ୍ କରନ୍ତୁ ।
Get the latest updates directly fromAmara Jatra's official social media pages. Follow on Instagram, Twitter, Facebook, Youtube, TikTok and more.
Amara Jatra's social media profiles
Follow Amara Jatra on all their official and verified social media channels and stay updated on their latest posts, news, videos, vlogs and more.
When is Amara Jatra birthday?
Amara Jatra Birthdate: Currently Not Available
How old is Amara Jatra?
Amara Jatra Age: Currently Not Available
What is amarajatra Instagram handle?
Amarajatra goes by the social handle @amarajatra on Instagram
What is amarajatra Facebook username?
Amarajatra goes by the handle @AmaraJatra on Facebook
What Zodiac sign is Amara Jatra?
Amara Jatra Zodiac: Currently Not Available
Where is Amara Jatra from?
Amara Jatra Zodiac: Currently Not Available
What is Amara Jatra nationality?
Amara Jatra Zodiac: Currently Not Available
Title
Type
Title
Type
Title
Type
Title
Type
Title
Type
Title
Type
Related social profiles
MoreTitle
Type
Title
Type
Title
Type
Title
Type
Title
Type
Title
Type